#2022_ଫେବୃଆରୀରେ_ହେବନାହିଁ_ପଞ୍ଚାୟତ_ନିର୍ବାଚନ !
ପୌର ନିର୍ବାଚନ ପରି ପଞ୍ଚାୟତ ନିର୍ବାଚନରେ ବି ହେବ ବିଳମ୍ବ । ରାଜ୍ୟ ସରକାରଙ୍କ ଅବହେଳା ଯୋଗୁ ନିର୍ଧାରିତ ସମୟରେ ହୋଇପାରିବ ନାହିଁ ପଞ୍ଚାୟତ ନିର୍ବାଚନ । ଏପରି କିଛି ଆଶଙ୍କା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ
#ArgusNews #Odisha #ArgusNewsTV #NewsChannel #Panchayat_Election #ElectionCommission