ନଡ୍ଡାଙ୍କ ଗୁରୁମନ୍ତ୍ରକୁ ନେଇ ଗାଁ ଗାଁକୁ ଯିବ ଗେରୁଆ ସେନା
ସରକାରଙ୍କ କୁଶାସନ ବିରୁଦ୍ଧରେ ଲଢିବ ଆରପାରର ଲଢେଇ । 24 ମହାସମରରେ ବିଜେପିର ମିଶନ 'ବିଜେଡି ମୁକ୍ତ ଓଡିଶା ଗଠନ' । ଚର୍ଚ୍ଚାରେ ବିଜେଡି ମୁକ୍ତ ଓଡିଶା ବନାମ ବିଜେଡି ମୟ ଓଡିଶା ।
#BJP #BJD #JPNadda #faceoff #slogan #2024Election #politics #Odisha #ArgusNews