#ମିଶନ_୨୪_ପାଇଁ_ବିଜେପିର_ଯୁଦ୍ଧଂ_ଦେହି_ଡାକରା
#ରାଷ୍ଟ୍ରୀୟ_କାର୍ଯ୍ୟକାରିଣୀରେ_ଶାସନ_ଦଖଲର_ସୂତ୍ର_ଦେଲେ_ମୋଦି
୧୮ରୁ ୨୫ ବର୍ଷୀୟ ଭୋଟର ହେବେ ବିଜୟର ଟ୍ରମ୍ପ କାର୍ଡ । ଓଡିଶାରେ ସରକାର ଗଠନ ଲାଗି ବିଜେପିର ବ୍ଲୁ ପ୍ରିଣ୍ଟ । ଗୁଜରାଟ ମଡେଲ ଆଣିବ ସହଜ ବିଜୟ । ୨୦୨୪ ସାଧାରଣ ନିର୍ବାଚନକୁ ବାକି ରହିଲା ମାତ୍ର ୪୦୦ ଦିନ । ତେଣୁ ଦେଶରେ ପୁଣି ସରକାର ଗଠନ ସହ ଓଡିଶାରେ ଡବଲ ଇଞ୍ଜିନ ସରକାର ପାଇଁ ବିଜେପି ଆରମ୍ଭ କରିଛି କସରତ ।
#ArgusNews #BJP #2024Election #missions2024 #PMNarendraModi #Election2024 #government #Odisha