21 ସେକେଣ୍ଡରେ 28ଟି ରାଜ୍ୟର ରାଜଧାନୀ ନାମ କହି ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ଓଡ଼ିଆ ପୁଅ । ବାଲେଶ୍ବର ଜିଲ୍ଲା ରାସାଲପୁର ପଂଚାୟତ ଚଣ୍ଡୀପୁରର ଆୟୁଷ୍ମାନ ଜେନା l
#AsiaBook #AsiaBookofRecord #capitalandstatenames #balasor #Rasalpur #Chandipur #Argusnews #National #Odisha