#24_ବର୍ଷ_ର_ଅପେକ୍ଷା_ଆଉ_ଅପେକ୍ଷା_ପରେ_ଧୋକ୍କା !
ଦୀର୍ଘ 24 ବର୍ଷ ପରେ ବି ରାଜ୍ୟ ସରକାରଙ୍କୁ ମୋହରା କରି ଲଲୀପପ୍ ଧରେଇ ଦେଲା ଘରୋଇ କମ୍ପାନୀ । ଏମିତି ସାଂଘାତିକ ଅଭିଯୋଗ ଆସିଛି ଟାଟା କମ୍ପାନୀ ନାମରେ
#ArgusNews #Odisha SuraRoutray #TataPower #OdishaGovt #Ganjam #Brahmapur #landissue