ପୁଣି ଅର୍ପିତାଙ୍କ ଫ୍ଲାଟରୁ ଜବତ ହେଲା 28 କୋଟି ଟଙ୍କା ସହିତ 7 କେଜି ସୁନା। କୋଲକାତା ସ୍ଥିତ ବେଲ ଘରିଆ ଅଞ୍ଚଳରେ ଆଜି ଇଡି ଏକ ଟିମ୍ ପହଞ୍ଚି ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତାଙ୍କ ଆଉ ଏକ ଫ୍ଲାଟ୍ ଠାବ କରି ରେଡ କରିଥିଲା। ଅର୍ପିତା ଲୁଚାଇ ରଖିଥିବା ପୂଳା ପୂଳା ଟଙ୍କା ଠାବ ହୋଇଛି।
#kolkata #ArpitaChatterjee #ED #ParthaChatterjee #ArgusNews