3 ବଛର୍ ପରେ ବି ନାଇ ବଦଲିବାର୍ ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମର୍ ଭାଗ୍ୟ। 2019 ମସିହାନେ ବିଜୁ ଯୁବ ବାହିନୀର କାର୍ଯ୍ୟକ୍ରମଥି ଯୁଗ ଦେବାକେ ଆସିକି ଷ୍ଟାଡିୟମର ଉନ୍ନତି କରଣ ଲାଗିର୍ 3କୋଟି ଟଙ୍କା ପ୍ରକଳ୍ପର ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। କିନ୍ତୁ ପ୍ରତିଶୃତି ପାଣିର ଗାର ପାଲଟିଛେ ।
#sports #stadium #VeerSurendraSaiStadium #CM #Develpoment #BijuYouthForce #sambalpur #Odisha #ArgusNews