କଟକ ବାଙ୍କୀ ଉପଖଣ୍ଡ ର ସୁବର୍ଣ୍ଣପୁର ଗାଁ ରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରଘୁନାଥ ନାଟ୍ୟ ସଂସଦ ପକ୍ଷରୁ ରାବଣ ପୋଡି ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବାଙ୍କୀ ଉପଖଣ୍ଡର ୫ହଜାର ରୁ ଉର୍ଦ୍ଧ୍ବ ଲୋକେ ରାତ୍ରି ଉଜାଗର ରହି ଯାଇ ରାବଣ ପୋଡି ଯାତ୍ରାକୁ ଉପଭୋଗ କରିଥିଲେ। ପ୍ରତି ବର୍ଷ ୨୫ଫୁଟ ରାବଣ ର ପ୍ରତିମୃତ୍ତି ତିଆରି ହେଉଥିବା ବେଳେ ଚଳିତ ବର୍ଷ ୩୦ ଫୁଟ କରାଯାଇଥିବା ଶିଳ୍ପୀ ସୂଚନା ଦେଇଛନ୍ତି।
#Cuttack #banki #subarnapur #ravanpodi #Odisha #ArgusNews