#ବଦଳିଲା_ଇମରାନଙ୍କ_ଭାଗ୍ୟ_ପରୀକ୍ଷାର_ଦିନ
#ବିରୋଧୀ_ଆଣିଥିବା_ଅନାସ୍ଥା_ପ୍ରସ୍ତାବ_ଉପରେ_ହେବ_ଆଲୋଚନା
ଆସନ୍ତା ୩୧ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ବିରୋଧରେ ସଂସଦରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ହେବ ଆଲୋଚନା। ଗତ ଗୁରୁବାର ପ୍ରସ୍ତାବ ଆସଥିଲେ ମଧ୍ୟ ବାଚସ୍ପତି ଗୃହକାର୍ଯ୍ୟକୁ ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ମୁଲତବି ଘୋଷଣା କରିଛନ୍ତି
#Pakistan #noconfidancemotion #ImranKhan #Odisha #ArgusNews