#38_ପରୀକ୍ଷାର୍ଥୀଙ୍କ_ଠାରୁ_କୋଟିଏ_47_ଲକ୍ଷ_ଲୁଟି_ନେଲେ_4_ଠକ
#Eow_ଜାଲରେ_2_ମାଷ୍ଟର_ମାଇଣ୍ଡ
ପୋଲିସ ଚାକିରୀ ଦେବେ କହି ଦେଢ଼ କୋଟି ଠକେଇ । 2013 ରେ ହୋଇଥିବା ଯୁଗ୍ମ ପୋଲିସ ସେବା ପରୀକ୍ଷା ପାଇଁ 38 ପରିକ୍ଷାର୍ଥୀ ଙ୍କ ଠାରୁ ଏହି ଟଙ୍କା ଠକେଇ କରାଯାଇଛି । ଘଟଣା ରେ 4 ଜଣଙ୍କ ସମ୍ପୃକ୍ତି ଥିବା ବେଳେ 2 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କ୍ରାଇମବ୍ରାଞ୍ଚ EOW ।
#Odisha #ArgusNews #JobScams #police #policerecruitment #policerecruit