5T ରୂପାନ୍ତୀକରଣ ନାଁ ରେ ହରିଲୁଟ I ସରକାର ବିଦ୍ୟାଳୟର ରୂପାନ୍ତରିକରଣ ରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବାବେଳେ କେଉଁଠାରେ କାମ ଠିକ ହେଉନାହିଁ ତ କେଉଁଠି ଅସ୍ଵାର୍ଥ୍ୟକର ପରିବେଶ ରେ ପାଠ ପଢୁଛନ୍ତି I ଏମିତି ଘଟଣା ଦେଖିବାକୁ ମିଳିଛି ଧର୍ମଶାଳା ବ୍ଲକ ପଂଚାୟତ ହିଙ୍ଗୁଳା ସରକାରୀ ଉଚ୍ଚ ବିଦ୍ୟାଳୟ ଅଣ୍ଟିଆ ଠାରେ...I
#ArgusNews #5TSchool #GovtSchool #Dharmasala #Odisha