#ସ୍ମାର୍ଟ_ସ୍କୁଲରେ_ସ୍ମାର୍ଟ_ଠକେଇ
ଦୋକାନ ଅଛି, କିନ୍ତୁ ବିଲ୍ ତାଙ୍କର ନୁହେଁ
ରାଜ୍ୟରେ ପ୍ରାଥମିକ ଶିକ୍ଷାର ଉନ୍ନତି ପାଇଁ ସରକାର କରୁଛନ୍ତି ଅନେକ ଯୋଜନା । କିନ୍ତୁ ତାହା ବାସ୍ତବରେ କେତେ କାର୍ଯ୍ୟକାରୀ ତାହା ଉପରେ ନା ସରକାରଙ୍କ ନଜର ଅଛି, ନା ଅଭିଭାବକଙ୍କର। କାରଣ ବର୍ତ୍ତମାନ ସ୍ମାର୍ଟ ସ୍କୁଲରୁ ଆସିଛି ସ୍ମାର୍ଟ ଠକେଇ ଅଭିଯୋଗ । ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧିନସ୍ଥ ଆରିସା ସ୍କୁଲରୁ ଆସିଛି ଅଭିଯୋଗ ।
#ArgusNews #5tschool #scam #OdishaGovt #bhadrak #smartschool #Odisha