ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ 6 ବିଜେପି ବିଧାୟକ । ଦ୍ରୌପଦୀ ମୁର୍ମୁ ଶପଥ ନେବା ସମୟରେ ଉପସ୍ଥିତ ରହିବେ ମୟୁରଭଞ୍ଜର 6 ବିଧାୟକ । ଆସନ୍ତା 24 ତାରିଖ ଦିନ 11ଟା ସମୟରେ ବିଧାୟକ ମାନେ ବିମାନ ଯୋଗେ କରିବେ ଦିଲ୍ଲୀ ଯାତ୍ରା । ଏ ନେଇ ସୂଚନା ଦେଇଛନ୍ତି ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝି ।
#Rairangpur #DraupadiMurmu #DraupadiMurmuOathCeremony #BJPMLA #odisha #ArgusNews