#ସରକାରଙ୍କର_ପଟ୍ଟା_ପ୍ରହସନ
#ଭୂମିହିନଙ୍କୁ_ଦେଲେ_ପଟ୍ଟା
#କିନ୍ତୁ_ଏଯାଏଁ_ହୋଇ_ପାରିଲାନି_ଜମି_ଚିହ୍ନଟ
କେନ୍ଦ୍ରାପଡ଼ା ଗରଦପୁର ତହସିଲର ଧସନାପାରି ଗାଁର ଭୂମିହିନ ମାନଙ୍କୁ ଘରଡିହ ପାଇଁ ସରକାରଙ୍କ ପକ୍ଷରୁ 2013/14ରେ ପଟ୍ଟା ପ୍ରଦାନ କରାଯାଇଥିଲା । ମାତ୍ର ଆଜି ପର୍ଯ୍ୟନ୍ତ ହୋଇ ପାରିନି ଜମି ଚିହ୍ନଟ । ଏ ମଧ୍ୟରେ ପଟ୍ଟା ପାଇଥିବା ହିତାଧିକାରୀ ସରକାରୀ ବାବୁ ମାନଙ୍କ ପାଖକୁ ଦୈାଡି ଦୈାଡି ନିରାଶ ହୋଇ ପଡିଛନ୍ତି ।
#kendrapada #patta #land #Gadarpur #government #ArgusNews