#ଭାରତୀୟତାର_ମନ୍ତ୍ରରେ_ମୁଖରିତ_ହୋଇ_ଉଠିଛି_ସାରା_ଦେଶ
ରାଜଧାନୀ ଦିଲ୍ଲୀର କର୍ତ୍ତବ୍ୟପଥରେ 74ତମ ଗଣତନ୍ତ୍ର ଦିବସ ପରେଡରେ ଅଭିବାଦନ ଗ୍ରହଣ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପୋଲିସ ପକ୍ଷରୁ ପରେଡ ସ୍ଥଳରେ ସୁରକ୍ଷା ବ୍ୟବସ୍ଥା କଡାକଡି ।
#ArgusNews #74republicday #Bhubaneswar #celebrate #preparation #Odisha #delhi