#ଦିଲ୍ଲୀଠାରୁ_ଅଧିକ_ଉତ୍ସାହ_ପଲ୍ଲୀରେ !
୭୬ ତମ ସ୍ବାଧୀନତା ଦିବସ ପୂର୍ତ୍ତି ଅବସରରେ ଦେଶ ପାଳୁଛି ଆଜାଦି କା ଅମୃତ ମହୋତ୍ସବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ଦେଶବ୍ୟାପୀ ଅନୁଷ୍ଠିତ ହେଉଛି ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ । ତେବେ କେବଳ ଦିଲ୍ଲୀ ନୁହେଁ ପଲ୍ଲୀରେ ଲୋକଙ୍କ ମଧ୍ୟରେ ଦ୍ବିଗୁଣିତ ଉତ୍ସାହ । ଦୁର୍ଗମ ମାଓ ଇଲାକାରେ ବି ଦେଖିବାକୁ ମିଳିଛି ବିଶେଷ ଉତ୍ସାହ
#AzadiKaAmritMahotsav #IndependenceDay #ArgusNews #celebrations