8 ଭିତରେ ଦୋକାନ ବନ୍ଦ କରନ୍ତୁ , ବାହାରେ ଥିଲେ ଘରକୁ ଫେରନ୍ତୁ । ଭୁବନେଶ୍ୱରବାସୀଙ୍କୁ ଅନୁରୋଧ କଲେ ଡିସିପି । ଆଜି ସନ୍ଧ୍ୟା 7 ରୁ ନାକାବନ୍ଦୀ , ପେଟ୍ରୋଲିଂ, ନାଇଟ କର୍ଫ୍ୟୁ ପାଇଁ ମୁତୟନ ହେବେ 20 ପ୍ଲାଟୁନ ପୋଲିସ ଫୋର୍ସ । ରାଜଧାନୀ ରେ ପେଟ୍ରୋଲିଂ ପାଇଁ ନିୟୋଜିତ ହେବ 25 ପୋଲିସ ଭ୍ୟାନ
#nightcurfew #DCP #policepetroling #PoliceForce #DurgaPujaGuideline #Odisha #ArgusNews