#ମ୍ୟାଟ୍ରିକ୍_ରେ_ରଖିଛନ୍ତି_୯୯ପ୍ରତିଶତ୍
ମ୍ୟାଟ୍ରିକ୍ ପରୀକ୍ଷାରେ ରାଜ୍ୟରେ ସବୁଠୁ ଅଧିକ ନମ୍ବର ରଖିଥିବା ଛାତ୍ର ହେଉଛନ୍ତି ପ୍ରତ୍ୟୁଷ କୁମାର ଦାସ। ସେ ପରୀକ୍ଷାରେ ୯୯.୩ ପ୍ରତିଶତ ମାର୍କ ରଖିଛନ୍ତି। ସେ ଭୁବନେଶ୍ୱରର ୟୁନିଟ ୮ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ର। ଦେଖନ୍ତୁ କ'ଣ ରହିଛି ତାଙ୍କ ପ୍ରତିକ୍ରିୟା...।
#Bhubaneswar #BSE #MatricResult #Topper #matrictopper #Odisha #ArgusNews