ମାତ୍ର ୧୩ ବର୍ଷ ବୟସରେ ହୃଦରୋଗରେ ପୀଡିତ । ଅସହାୟ ହୋଇପଡିଛନ୍ତି ବାପା ମା । କେମିତି ପରିବାର ଚଳିବ, କେମିତି ଚିକିତ୍ସା ହେବ, ସେହି ଚିନ୍ତାରେ ପରିବାର ଲୋକେ । ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି ଜସ୍ତୁରିଙ୍କ ବାପା । ଦେଖିବା ଏହି ରିପୋର୍ଟ
#sambalpur #JasturiOram #heartpatient #needHelp #Treatment #ArgusNews