ଜୀବନ ଯୁଦ୍ଧରେ ସଂଘର୍ଷ କରି ସୁସ୍ଥ ହେଲେ ବ୍ଲାକ ଫଙ୍ଗସ ରୋଗୀ । ଏସସିବି ମେଡିକାଲର ଡାକ୍ତରଙ୍କୁ ମିଳିଲା ଏକ ବଡ ସଫଳତା । ଏସସିବି ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ବିରଳ ଅସ୍ତ୍ରୋପଚାର ଯୋଗୁଁ ରୋଗୀ ପାଇଛନ୍ତି ନୂଆ ଜୀବନ। ପୋଷ୍ଟ କୋଭିଡ ପରେ ବ୍ଲାକ ଫଙ୍ଗସ୍ ସର୍ଜରୀ କ୍ଷେତ୍ରରେ ରାଜ୍ୟରେ ଏହା ପ୍ରଥମ ଘଟଣା।
#Cuttack #SCBMedical #BlackFungus #operations #Odisha #ArgusNews