ଯୁକ୍ତ ଦୁଇ ପରୀକ୍ଷାରେ କମ ମାର୍କ ରଖିବାରୁ ଜୀବନ ହାରିଲେ ଛାତ୍ର। ବୁର୍ଲା ଥାନା ଢ଼ିପାପଡା ଅଞ୍ଚଳର ରୋହନ କୁମାର ଗୁରୁମ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟରେ +୨ ବିଜ୍ଞାନ ପଢୁଥିଲେ। ପରୀକ୍ଷାରେ ରୋହନଙ୍କ ୪୯ ପ୍ରତିଶତ ମାର୍କ ରହିଥିବା ସେ ଦେଖିଥିଲେ। ପରେ ରୋହନ ଏ ନେଇ ବାପାଙ୍କୁ ଜଣାଇଥିଲେ। ବାପା ରୋହନର କଥାକୁ ଗୁରୁତର ସହ ନେଇ ନଥିଲେ। ଯାହାକୁ ନେଇ ରୋହନ ଭାରସାମ୍ୟ ହରାଇ ନିଜ ଶୌଚାଳୟରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।
#Burla #plustworesult2022 #Student #Odisha #ArgusNews