ABVP ଛାତ୍ର ସଙ୍ଗଠନ ପକ୍ଷରୁ ଉତ୍କଳ ବିଶ୍ଵବିଦ୍ୟାଳୟ ବାଣୀବିହାର କ୍ୟାମ୍ପସ-୨ (ଗ୍ରାମୀଣ) ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଠାରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ । ଉତ୍କଳ ବିଶ୍ଵବିଦ୍ୟାଳୟ କତ୍ତୃପକ୍ଷଙ୍କ ବିରୋଧରେ ବିଭିନ୍ନ ସମସ୍ୟାକୁ ନେଇ କଲେଜ ସାମ୍ନାରେ ଆନ୍ଦୋଳନ କଲେ ଛାତ୍ରଛାତ୍ରୀ
#Jajpur #UtkalUnivercity #NewCampur #RuralChandikhole #ABVPStudent #Protest #Odisha #ArgusNews