ରେଗୁଲାର +୨ ଛାତ୍ରଛାତ୍ରୀ ପିଲାଙ୍କୁ ଦଶମ ମାର୍କ ଆଧାରରେ ଦିଆଯାଇ ଉତ୍ତୀର୍ଣ୍ଣ କରାଗଲା ହେଲେ ଏକ୍ସ ରେଗୁଲାରଙ୍କ କ୍ଷେତ୍ରରେ କାହିଁକି ଅଵହେଳା ବୋଲି ପ୍ରଶ୍ନ ଉଠାଇଛି ଏବିଭିପି । ରାଜରାସ୍ତାକୁ ଓହ୍ଲାଇ ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରାଜ୍ୟ ସରକାର ଏ ଦିଗରେ ଧ୍ୟାନ ଦେଇ ନିଷ୍ପତ୍ତି ନେବାକୁ ଦାବି କରିଛନ୍ତି ।
#ABVP #protest #Mark #Regular #exregular #students #Bhubaneswar #ArgusNews #Odisha