ମଦ୍ୟପାନ କରି ଏକ କାର ଚାଳକ ସୌଭାଗ୍ୟ ନଗର ଛକ ନିକଟରେ ୟୁ ଟର୍ନ କରିବା ବେଳେ ଭାରସାମ୍ୟ ହରାଇ ଏକ ବାଇକକୁ ଧକ୍କା ଦେଇଛି। ସୌଭାଗ୍ୟ ବଶତଃ ବାଇକ ଚାଳକଙ୍କ ବିଶେଷ କ୍ଷତି ହୋଇନଥିବା ବେଳେ ନିକଟରେ ଥିବା ଜଣେ ଶିଶୁ ଆହତ ହୋଇଛନ୍ତି। ଦୁର୍ଘଟଣାରେ ମୋଟ୍ 2 ଆହତ ହୋଇଛନ୍ତି।
#Bhubaneswar #soubhagyanagar #accident #drinkanddrive #Odisha #ArgusNews