ପିପିଲି-ଭୁବନେଶ୍ବର ପୁରୀ ଜାତୀୟ ରାଜପଥ ସାତଶଂଖ ନିକଟରେ ଦୁର୍ଘଟଣା । ଭୁବନେଶ୍ବରରୁ ପୁରୀ ଯାଉଥିବା କାର୍ ଦୁର୍ଘଟଣା ହୋଇଛି । ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । 2 ଜଣ ଗୁରୁତର ହୋଇଛନ୍ତି ।
#Puri #Pipili #Bhubaneswar #RoadAccident #Odisha #ArgusNews