ଭୁବନେଶ୍ୱର ଆଚାର୍ଯ୍ୟ ବିହାର ଓଭରବ୍ରିଜ ଉପରେ ଚଳନ୍ତା ବାଇକ ସହ ଯୁବକ ଜୀବନ୍ତ ଜଳିଯିବା ଘଟଣାରେ ମୃତ ଯୁବକଙ୍କ ବାପା ଓ ୨ ସାଙ୍ଗଙ୍କ ପ୍ରତିକ୍ରିୟା ସାମ୍ନା କୁ ଆସିଛି। ଯୁବକ ଜଣକ ସ୍ଵଭାବରେ ଅତି ଭଲ ଥିବା ଓ କାହା ସହ ଶତୃତା ନଥିବା କଥା ତାଙ୍କ ସାଙ୍ଗ କହିଛନ୍ତି ଓ ଗାଡି ସହ ଜଳିଯିବା ଘଟଣା କୁ ସେ ଅବିଶ୍ଵାସ କରିବା ସହ ଏହାର ତଦନ୍ତ ଦାବି କରିଛନ୍ତି...।
#Bhubaneswar #AcharyaVihar #bikeburned #accident #Odisha #ArgusNews