Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
୨୩ ପାକିସ୍ତାନୀଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା
ଆଜି ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ ନିର୍ବାଚନ
ଅର୍ଗସ ବ୍ୟୁରୋ : ଆଜି ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ ନିର୍ବାଚନ। ସକାଳ ୮ ଟା ରୁ ଆରମ୍ଭ ହୋଇଛି ଭୋଟିଂ। ବିଭିନ୍ନ ପଦ ପଦବୀ ପାଇଁ ସମୁଦାୟ ୫୦ ଜଣ ପ୍ରାର୍ଥୀ ନିର୍ବାଚନୀ ମଇଦାନରେ ଅଛନ୍ତି। ସଭାପତି, ଉପସଭାପତି, ସମ୍ପାଦକ, ସହ ସମ୍ପାଦକ, ଯୁଗ୍ମ ସମ୍ପାଦକ ସହ ଅନନ୍ୟ ପଦବୀ ପାଇଁ ଚାଲିଛି ଭୋଟିଂ। ଅଧିକ ପଢନ୍ତୁ ଓଡିଶା ଖବର ଓଡ଼ିଶା ଷ୍ଟେଟ ବାର୍ କାଉନସିଲ ଓ ବାର
୨ ଦିନ ଭିତରେ ଆସିବ ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା: ବିଜୟ ପାଲ ସିଂ ତୋମାର
ଅର୍ଗସ ବ୍ୟୁରୋ: ୨ ଦିନ ଭିତରେ ଆସିବ ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା । ଏହା କହିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର। ଓଡ଼ିଶାରେ ଏଥର ଡବଲ୍ ଇଞ୍ଜିନ୍ ସରକାର ହେବ। ରାଜ୍ୟରେ ବିଜେପି ଏକାକୀ ନିର୍ବାଚନ ଲଢ଼ିବ ଏବଂ ସରକାର ଗଢ଼ିବ ବୋଲି ତୋମାର ଦୃଢ଼ୋକ୍ତି କରିଛନ୍ତି । ଦଳର ପ୍ରାର୍ଥୀ ଚୟନ ନେଇ ରାଜ୍ୟ ଓ କେନ୍ଦ୍ର ନେତୃତ୍ବଙ୍କ ସହିତ ଆଲୋଚନା ହୋଇଛ