#ମୋଦିଜୀ_ଦେଇଛନ୍ତି_କୃଷକଙ୍କୁ_ସମ୍ମାନ
ମୋଦିଜୀଙ୍କ ନେତୃତ୍ବରେ କୃଷି ଓ କୃଷକ ପାଇଛନ୍ତି ଉଚିତ ସମ୍ମାନ । ୨୦୧୪-୧୫ ରେ ଦେଶର କୃଷି ବଜେଟ ମାତ୍ର ୨୧ ହଜାର ଥିଲା ବେଳେ, ମୋଦିଜୀଙ୍କ ପ୍ରଧାନମନ୍ତ୍ରୀତ୍ଵ କାଳରେ ଏହା ୧ ଲକ୍ଷ ୨୧ ହଜାର କୋଟିରେ ପହଞ୍ଚିଛି : ନରେନ୍ଦ୍ର ସିଂହ ତୋମର, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ
#PMModi #agriculturebudget #farmers #NarendraSinghTomar #AgricultureMinister #ArgusNews