ଅଫିସରେ ରହୁ ନାହାନ୍ତି ଶିକ୍ଷା ମଣ୍ଡଳ ଅଧିକାରୀ । ଶିକ୍ଷା ମଣ୍ଡଳ ଅଧିକାରୀଙ୍କ ଘର କଟକ ହୋଇଥିଲେ ମଧ୍ୟ ମାହାଙ୍ଗା ସ୍ଥିତ କାର୍ଯ୍ୟାଳୟକୁ ଆସୁନାହାନ୍ତି । ବାରମ୍ବାର ଅଭିଯୋଗ ପରେ ଆମେ ସ୍ଥିତି ପରଖିବାକୁ ପହଞ୍ଚିଥିଲୁ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅଳୀଯୋଡ଼ା ଠାରେ ଥିବା ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ । ଦେଖିବା ଏହି ରିପୋର୍ଟ
#Cuttack #Mahanaga #EducationOfficer #ArgusNews