#ଯୋଗ୍ୟ_ହିତାଧିକାରୀଙ୍କୁ_ମିଳୁନି_ଭତ୍ତା
ବୃଦ୍ଧବୃଦ୍ଧା, ବିଧବା ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ ଭତ୍ତା ବ୍ୟବସ୍ଥା କରିଛନ୍ତି ସରକାର। ମାତ୍ର, ଭତ୍ତା ପାଇଁ ମୟୂରଭଞ୍ଜ ଜିଲ୍ଲାରେ ବିଚିତ୍ର ବ୍ୟବସ୍ଥା। ଅଧିକ ଟାର୍ଗେଟ୍ ଆସୁନଥିବାରୁ ଆଦିବାସୀ ବହୁଳ ଏହି ଜିଲ୍ଲାରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ମିଳିବା ସମ୍ଭବ ହୋଇପାରୁନାହିଁ । ଯାହାକୁ ନେଇ ହିତାଧିକାରୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
#Mayurbhanj #allowances #oldage #eligiblebeneficiaries #tribal #Odisha #ArgusNews