କୋଟିଆରେ ପୁଣି ଆନ୍ଧ୍ରର ଦାଦାଗିର । ବିବାଦୀୟ କୋଟିଆରେ ରାସ୍ତା କରିବେ ଆନ୍ଧ୍ର ସରକାର । ଆଜି ୧୨ କୋଟି ଯୋଜନାର ପଡ଼ିବ ଶୁଭ । ଏନେଇ ପ୍ରସ୍ତୁତି ଜୋରଦାର । ସୀମାରେ କୋଟିଆ ପୋଲିସ ମୁତୟନ ।
#Kotia #Andra #dabanggiri #RoadIssue #border #ArgusNews