ସାରା ବିଶ୍ୱ ଭାରତର ଭ୍ୟାକ୍ସିନ ନୀତିକୁ ପ୍ରଶଂସା କରୁଛି। ଭାରତର ଭ୍ୟାକ୍ସିନ ମୈତ୍ରୀ ନୀତିକୁ ମଧ୍ୟ ବିଶ୍ବ ଭୁରିଭୁରି ପ୍ରଶଂସା କରିଛି। କିନ୍ତୁ ବିଦେଶରୁ ଟଙ୍କା ନେଇ କେନ୍ଦ୍ର ସରକାର ଏବଂ ଭାରତକୁ ବଦନାମ କରୁଛନ୍ତି ଦେଶରେ ବସିଥିବା ଦେଶ ବିରୋଧୀ ଶକ୍ତି ।
#ArgusNews #ArgusNewsTV #Odisha #NewsClick #SambitPatra