ବର୍ଷା ଅନୁଭବ ବିବାଦ ମାମଲା । କୋର୍ଟରେ ହାଜର ହେଲେ ନାହିଁ ବର୍ଷା । ଜେରା ପାଇଁ ହାଜର ହେଲେ ନାହିଁ ବର୍ଷା । ବର୍ଷାଙ୍କ ପକ୍ଷରୁ ତାଙ୍କ ଓକିଲ ହାଜର ହେଲେ । ଅଗଷ୍ଟ 16 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
#AnubhavMohanty #varshapriyadarsini #DisputeCase #AnubhavBarshaControversy #ArgusNews