ମାୟାବିନୀ ଅର୍ଚ୍ଚନାର ଜାଲ । କେନ୍ଦ୍ରାପଡାର ସାନବାବୁଙ୍କୁ ନେଇ ଚର୍ଚ୍ଚା । କିଏ ସେ ସାନ ବାବୁ ? ବ୍ୟାଙ୍କ ଲକରରେ ଥିବା ହାର୍ଡ ଡିସ୍କରୁ କେନ୍ଦ୍ରାପଡାର ସାନ ବାବୁଙ୍କ ସମ୍ପର୍କରେ ମିଳିଛି ସୂଚନା । ସାନ ବାବୁଙ୍କ ନିକଟରେ ଡିମାଣ୍ଡ କରୁଛନ୍ତି ଅର୍ଚ୍ଚନା ।
#Bhubaneswar #ArchanaNag #Blackmailing #Kendrapara #Sanababu #suspense #odisha #ArgusNews