Argus Update 2 PM
+ କଟକ ବାଲୁ ବଜାର ପୂଜା ମଣ୍ଡପର ମୂର୍ତ୍ତି ଉଚ୍ଚତା ମାମଲାର ଶୁଣାଣି ଶେଷ
+ WHO ରିପୋର୍ଟ ଆନୁଯାୟୀ, ଏଣ୍ଡେମିକ୍ ଆଡ଼କୁ ଯାଉଛି କରୋନା
+ ପୁରୀ ଏମାର ମଠରୁ ପୁଣି ଚାଲିଛି ରୁପା ଇଟା ଖୋଜା
+ ଧଉଳି ଥାନାରେ ସ୍ବିଗି ବୟ ସହ ବାନ୍ଧବୀକୁ ପଚରାଉଚରା
+ ବାଲେଶ୍ବରରେ କ୍ରାଇମବ୍ରାଞ୍ଚ ଟିମ୍...DRDOରୁ ତଥ୍ୟ ପ୍ରଘଟ ମାମଲାରେ କରିବ ତଦନ୍ତ
+ ହୀରାକୁଦର 28 ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାପାଣି
+ ଗଜପତିରେ ଆନ୍ଧ୍ରର ଦାଦାଗିରିକୁ ନେଇ ବର୍ଷିଲା ବିଜେପି
#AmaSahara #ArgusUpdate #Balasore #Hirakud #Gajapati