#କିଏ_ସେହି_3_ସିନିୟର ?
#ସସପେନ୍ସରେ_ବିଜେବି_କଲେଜ_ଛାତ୍ରୀଙ୍କ_ରୁଚିକାଙ୍କ_ଆତ୍ମହତ୍ୟା
ବିଜେବି କଲେଜ ଯୁକ୍ତ 3 ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରୁ ହଟୁନି ସସପେନ୍ସ । ଆତ୍ମହତ୍ୟା ପୂର୍ବରୁ ରୁଚିକା ଲେଖିଥିବା ସୁଇସାଇଡ ନୋଟରେ କଲେଜ ହଷ୍ଟେଲରେ ର୍ୟାଗିଂ କଥା ଷ୍ପଷ୍ଟ ହେବା ପରେ ପୋଲିସର ତନାଘନା
#Bhubaneswar #BJBCollege #suspense #Odisha #ArgusNews