#ବିଜେପିର_ଭ୍ରଷ୍ଟାଚାର_ବିରୋଧୀ_ପଦଯାତ୍ରା_ବନାମ_ବିଜେଡିର_ଜନସମ୍ପର୍କ_ପଦଯାତ୍ରା ।
ରାଜ୍ୟରେ ବଢୁଥିବା ଦୁର୍ନୀତି ପ୍ରତିବାଦରେ ବିଜେପିର ଆଗ୍ରେସିଭ୍ ଗେମପ୍ଲାନକୁ କାଉଣ୍ଟର ପାଇଁ ବିଜେଡିର ଷ୍ଟ୍ରାଟେଜି । ରାଜ୍ୟ ସରକାରଙ୍କ ଯୋଜନାକୁ ନେଇ ଜନସମ୍ପର୍କ ପଦଯାତ୍ରା କରିଛି ବିଜେଡି । ୨୪ ନିର୍ବାଚନ ପୂର୍ବରୁ ଜନମତ ଯୋଗାଡରେ ଲାଗିଛନ୍ତି ବିଜେଡି ଓ ବିଜେପି
#BJD #BJP #OdishaPolitics #Padajatra #ArgusNews #Odisha