ଆସନ୍ତାକାଲି ରାଜ୍ୟ ବିଜେପିର ପଦାଧିକାରୀ ଏବଂ ବୁଧବାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବସିବ। ରାଜ୍ୟ ସରକାରଙ୍କ କ୍ରମାଗତ ଅବହେଳା ବେକାରୀ, ଚାଷୀ ମରଣ ନୀତି, ଦାଦନ ଶ୍ରମିକଙ୍କ ସଂଖ୍ୟା ବଢିବା, ଆଇନ ଶୃଙ୍ଖଳା ପରିସ୍ଥିତି, ମହିଳା ନିର୍ଯାତନା ଭଳି ପ୍ରସଙ୍ଗକୁ ନେଇ ଗୁରୁତର ସହିତ ଚର୍ଚ୍ଚା ଆଲୋଚନା କରିବ ବିଜେପି
#BJP #OfficialMeeting #ArgusNews #Odisha