ଦକ୍ଷିଣାଞ୍ଚଳ ଟାଟା ପାୱାର କାର୍ଯ୍ୟଳୟ ଆଗରେ ତୀବ୍ର ଉତେଜନା। ବାରମ୍ବାର ବିଦ୍ୟୁତ କାଟ ଏବଂ ବିନା କାରଣରେ ମିଟର ପରିବର୍ତ୍ତନ ଏବଂ ଜାଣିଶୁଣି ପ୍ରଧାନମନ୍ତ୍ରୀଙ୍କ ମନ କି ବାତ ସମୟରେ କରେଣ୍ଟ କାଟକୁ ନେଇ ଟାଟା ପାୱାର କାର୍ଯ୍ୟଳୟ ଆଗରେ ବିଜେପିର ବିକ୍ଷୋଭ।
#Berhampur #BJPProtest #TataPower #powercut #Odisha #ArgusNews