କୋଟିଆରେ ଆନ୍ଧ୍ରର ଅନୁପ୍ରବେଶକୁ ଆଧ୍ୟାତ୍ମିକ ଗୁରୁ ବାବା ବଳିଆଙ୍କ ବିରୋଧ । ଆଦିବାସୀଙ୍କୁ ପ୍ରଲୋଭିତ କରି ଧର୍ମାନ୍ତୀକରଣ କରାଯାଉଥିବା ଆଣିଲେ ଅଭିଯୋଗ । ସରକାର ଓ ପ୍ରଶାସନକୁ ଏଦିଗରେ ଯତ୍ନଶୀଳ ହେବାକୁ ଦେଲେ ପରାମର୍ଶ । କହିଲେ ସୀମା ସୁରକ୍ଷା ଆମର ପ୍ରଥମ କର୍ତ୍ତବ୍ୟ
#Kotia #BabaBalia #boarderIssue #AndhraOdishaBorder #ArgusNews