ପଵିତ୍ର ଶୈବପୀଠ ହରିଶଙ୍କର ଠାନେ ମୂଲ ହେଇଯାଇଛେ ହରିଶଙ୍କର ମହୋସବ ଆରୁ ନୃସିଂହ ଚତୁର୍ଦ୍ଦଶୀ ମେଲା । ଇ ମେଲାନେ ଶ୍ରଦ୍ଧାଳୁମାନେ ନୃସିଂହ ନାଥନେ ପୁହଞ୍ଚି ପ୍ରଭୁଙ୍କୁ ଦର୍ଶନ କରି ସେଠାନୁ ଗଲା 16 କିଲୋମିଟର ତକ୍ ପାହାଡ଼ରେ ଚଢି ହରିଶଙ୍କର ପୀଠନେ ପୁହଞ୍ଚି ପାପନାସନୀ ଝରଣା ପାରେ ଥିବାର୍ ସେଲାପଥରନେ ବୁଡ଼ ପକେଇ ହରି ଆରୁ ଶଙ୍କରଙ୍କୁ ଦର୍ଶନ କରିଥିସନ୍
#balangir #Harishankar #NrusinghMela #Festival #ArgusNews