#ସମୁଦ୍ରର_ଢେଉ_ସହ_ସେଲ୍ଫି_ଉଠାଇବା_ହେଲା_କାଳ ।
ଦୀଘା ବେଳାଭୂମିରେ ଉତ୍ତର ଚବିଶ ପ୍ରଗଣା ଅଞ୍ଚଳର ରାହାନ ମୋଲ୍ଲା ନାମକ ଜଣେ ଯୁବକ ଦୀଘା ବୁଲିବାକୁ ଆସିଥିବା ବେଳେ ଆଜି ସମୁଦ୍ରର ଉଚ୍ଚ ଲହଡ଼ିକୁ ଦେଖି ଆକୃଷ୍ଟ ହୋଇ ସେଲ୍ଫି ନେଉଥିଲେ । ସମୁଦ୍ର ଅଶାନ୍ତ ରହିଥିବାରୁ ଯୁବକ ଜଣଙ୍କ ଉଚ୍ଚ ଜୁଆରରେ ଭାସି ଯାଇଥିଲେ । ଖବର ପାଇ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଯୁବକ ଜଣଙ୍କୁ ଉଦ୍ଧାର କରିବା ସହିତ ଦୀଘା ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି
#Balasore #Digha #Tourist #Selfi #Dighaseabeach #hospitalised #ArgusNews