ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ କୋରଡା ପଞ୍ଚାୟତ ମୋତିପାଟଣା ଗ୍ରାମର ଚମ୍ପାବତୀ ପଣ୍ଡା ଯାତାୟତ ରାସ୍ତାକୁ ଏସ୍.ପି ଆଫିସରେ କାର୍ଯ୍ୟାରତ କନେଷ୍ଟବଳ ମାନସ ପାଣିଗ୍ରାହୀ ଯୋର ଜବରଦସ୍ତି ଭାବେ ରାସ୍ତାକୁ ମାଡି ବସିଛନ୍ତି । ଯାହାକୁ ନେଇ ବାରମ୍ବାର ଜିଲ୍ଲାପାଳଙ୍କ ନିକଟରୁ ଆରମ୍ଭ କରି ବାଲେଶ୍ଵର ଏସ୍.ପି କୁ ଅଭିଯୋଗ ଜଣାଇ ଆସୁଥିଲା ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ
#Balasore #Remuna #Allegation #landIssue #Handicapped #ArgusNews