ଦଲାଲଙ୍କ କବ୍ଜାରେ ବାଲେଶ୍ୱର ଶ୍ରମ ବିଭାଗ କାର୍ଯ୍ୟାଳୟ । ଗୋଟିଏ ଶ୍ରମ କାର୍ଡ ପାଇଁ ଶ୍ରମିକଙ୍କ ଠାରୁ ଦଲାଲ ନେଉଛନ୍ତି ୨୫୦୦ରୁ ୩୦୦୦ ଟଙ୍କା। ବାଲେଶ୍ୱର ଜିଲ୍ଲାରେ ଶ୍ରମିକଙ୍କୁ ମିଳିପାରୁନି ସେମାନଙ୍କ ହକ । କେବଳ କାଗଜ ପତ୍ରରେ ଶ୍ରମିକଙ୍କୁ ସହାୟତା ମିଳୁଥିବା ଦର୍ଶା ଯାଇଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ପୁରା ଓଲଟା ।
#Balasore #LaborDepartment #brokers #workersIssue #ArgusNews