ଚିକିତ୍ସା ଅବହେଳା ପାଇଁ ଗଲା ୭ ବର୍ଷର ଶିଶୁର ଜୀବନ । ପ୍ରତିବାଦରେ ବିଦ୍ୟାଳୟ ସମ୍ମୁଖରେ ପରିବାର ଲୋକଙ୍କ ଧାରଣା । ନୀଳଗିରି ବ୍ଲକ ଖଇରବଣି ଗାଁର ପୂର୍ଣ୍ଣଚନ୍ଦ୍ର ସିଂଙ୍କ ପୁଅ ତପୁ ସିଂ ଖଇରବଣି ଆଶ୍ରମ ହଷ୍ଟେଲରେ ରହୁଥିଲେ । ଥଣ୍ଡା, ଜ୍ବର ହେବାରୁ ଚିକିତ୍ସା ନ କରି ପିଲାର ଘରକୁ ପଠାଇ ଦେଇଥିଲେ ବିଦ୍ୟାଳୟ କର୍ତ୍ତୃପକ୍ଷ
#Balasore #Nilagiri #Childdeath #AshramaHostel #ArgusNews