#ଇଲାମପଦା_ଗାଁକୁ_ବାଟ_ହୁଡିଛି_ବିକାଶ
ରାଜ୍ୟ ସରକାରଙ୍କ ବିକାଶର ନଗ୍ନ ଚିତ୍ର ଇଲାମପଦା ଆଦିବାସୀ ସାହି । ବାଲେଶ୍ବର ଜିଲ୍ଲା ଗୋପାଳପୁର ଇଲାମପଦା ଗାଁକୁ ବାଟ ହୁଡିଛି ବିକାଶ। ଜନଜାତିଙ୍କ ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରିଥିବା ଡିଣ୍ଡିମ ପିଟୁଥିବା ବେଳେ ଯୋଜନା କିନ୍ତୁ ଯୋଜନ ଯୋଜନ ଦୂରରେ ।
#TribalIssue #Development #Balasore #Soro #Odisha #ArgusNews