ଉପରମୁଣ୍ଡ ଲଗାଣ ବର୍ଷା ହୀରାକୁଦର ପଛୁଆ ପାଣିରେ ଫୁଳୁଛି ମହାନଦୀ । ଗାଁ ଭିତରକୁ ପଶିଲା ମହାନଦୀର ପଛୁଆ ପାଣି । ଆଉ ବୁଡ଼ିଗଲା ଲୋକଙ୍କ ଶହ ଶହ ଘର । ଚାରି ଦିନ ଧରି ଜଳବନ୍ଦୀରେ ଫଶିଛନ୍ତି ବରଗଡ଼ ଜିଲ୍ଳା ଅମ୍ବାଭୋନା ବ୍ଳକର ଚିଖିଲି ଗ୍ରାମବାସୀ
#Baragarh #Ambabhana #Chikhli #floodWater #ArgusNews #Odisha