ଭୁବନେଶ୍ଵର ଜୟଦେବ ଭବନ ଠାରେ ପାଳନ ହୋଇଛି ବାଉରୀବନ୍ଧୁ କରଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକ। ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ ଦ୍ଵାରା ବାଉରୀବନ୍ଧୁ କରଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଆୟୋଜିତ ହୋଇଛି ସାରସ୍ଵତ ସମାରୋହ...।
#Bhubaneswar #JayadevBhavan #BauribandhuKar #odisha #ArgusNews