ବଡ଼ ମେଡ଼ିକାଲରେ ଦଲାଲ ମାନଙ୍କ ବଡ଼ ରାକେଟ । ବ୍ରହ୍ମପୁର ବଡ଼ ମେଡ଼ିକାଲରୁ ଆସିଲା ସାଂଘାତିକ ଚିତ୍ର । ଦଲାଲ-ମେଡ଼ିକାଲ କର୍ମଚାରୀ-ଡାକ୍ତର-ଘରୋଇ ହସ୍ପିଟାଲ ଏବଂ ମେଡ଼ିସିନ ଷ୍ଟୋର ର ସମ୍ପୁକ୍ତି ଅଭିଯୋଗ ।
#BigHospital #Bigracket #brokers #Berhampur #Odisha #ArgusNews