#ବାଇକ୍_ପାର୍କିଂକୁ_ନେଇ_ଘଟିଲା_ଉନ୍ମତ୍ତ_କାଣ୍ଡ !
2 ସମ୍ମୁଖ ଦୋକାନୀଙ୍କ ମଧ୍ୟରେ ହେଲା ଜୋରଦାର ମାରପିଟ୍ । ଏପରି ଘଟଣା ଗତକାଲି ବ୍ରହ୍ମପୁର ଟାଉନ୍ ଥାନା ଅନ୍ତର୍ଗତ ପୁରୁଣା ବସଷ୍ଟାଣ୍ଡ ୱାନ ୱେ ଟ୍ରାଫିକ ରୋଡରେ ଘଟିଥିବା ବେଳେ ଏହାର ଫୁଟେଜ ସିସିଟିଭିରେ କଏଦ ହୋଇଛି
#Berhampur #BikeParking #Violence #ArgusNews #Odisha